ବରମୁଣ୍ଡାର ଦୁଃଖ:୮ ନମ୍ବର ଡ୍ରେନ୍‌

ଖଣ୍ଡଗିରି: ଭୁବନେଶ୍ୱର ମହାନଗର ନିଗମର ଡ୍ରେନ୍‌ ନମ୍ବର ୮ ବରମୁଣ୍ଡା ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି। ଏହି ଡ୍ରେନ୍‌କୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ଡ୍ରେନ୍‌ ପାଣି ସ୍ଥାନୀୟ ଲୋକଙ୍କ ଘରେ ପଶିବା ସହ ରାସ୍ତା ଉପରେ ଲହଡ଼ି ମାରୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକଙ୍କ ଜୀବନଯାପନ ପ୍ରକ୍ରିୟା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀର ବହୁ ଡ୍ରେନ୍‌କୁ ଜବରଦଖଲମୁକ୍ତ କରୁଛି, ଅଥଚ … Continue reading ବରମୁଣ୍ଡାର ଦୁଃଖ:୮ ନମ୍ବର ଡ୍ରେନ୍‌